ଲତା ମଙ୍ଗେସ୍‌କର୍‌ଙ୍କ ଜୟନ୍ତୀ ଅବସରରେ ଅଯୋଧ୍ୟାରେ ୪୦ ଫୁଟ୍‌ ଲମ୍ବର ବୀଣା ସ୍ଥାପନ

ଲକ୍ଷ୍ନୌ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନ ବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି। ଲତା ମଙ୍ଗେସ୍‌କର୍‌ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍‌କର୍‌ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦୀ … Continue reading ଲତା ମଙ୍ଗେସ୍‌କର୍‌ଙ୍କ ଜୟନ୍ତୀ ଅବସରରେ ଅଯୋଧ୍ୟାରେ ୪୦ ଫୁଟ୍‌ ଲମ୍ବର ବୀଣା ସ୍ଥାପନ